OR/680603 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ଚେତନା ହେଉଛି ଏକ ବିଜ୍ଞାନ ଯାହା ସମସ୍ତଙ୍କ ପାଇଁ ନୁହେଁ। ଏହା ସମସ୍ତଙ୍କ ପାଇଁ - ଏହା ଅତି ସହଜ ଏବଂ ଉତ୍କୃଷ୍ଟ - କିନ୍ତୁ ସେହି ସମୟରେ, ମାୟାର ଯାଦୁ ଏବଂ ଶକ୍ତି ଏତେ ଶକ୍ତିଶାଳୀ ଯେ ସେ ଏହାକୁ ଅତି ସହଜରେ ଗ୍ରହଣ କରିବାକୁ ଦିଏ ନାହିଁ, ଏକାସାଙ୍ଗରେ ଉତ୍କୃଷ୍ଟ, ଆଧ୍ୟାତ୍ମିକ ପ୍ରକ୍ରିୟା । ତେଣୁ କୃଷ୍ଣ ଭଗବଦ୍-ଗୀତାରେ କୁହନ୍ତି ଯେ, ଶହ ଶହ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରୁ କେହି ଜଣେ ଆଧ୍ୟାତ୍ମିକ ଅନୁଭୂତି ପାଇଁ ଆଗ୍ରହୀ । ମନୁଷ୍ୟାଣାଂ ସହସ୍ରେଷୁ ।"
680603 - ପ୍ରବଚନ BG 07.03 - ମନ୍ତ୍ରେଆଲ