OR/680612 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପ୍ରତ୍ୟେକ ଜୀବଜନ୍ତୁଙ୍କ ପାଇଁ ପ୍ରାକୃତିକ ବୈଶିଷ୍ଟ୍ୟ ହେଉଛି ସେବା କରିବା। ତାହା ହେଉଛି ପ୍ରାକୃତିକ ବୈଶିଷ୍ଟ୍ୟ। ଏହି ସଭାରେ ବସିଥିବା ଆମ ମଧ୍ୟରୁ କେହି କହିପାରିବେ ନାହିଁ ଯେ "ମୁଁ ସେବକ ନୁହେଁ।" । ଆମେ ସମସ୍ତେ ଜଣେ ଜଣେ ସେବକ। ତୁମେ ଯାଅ ସର୍ବୋଚ୍ଚ ବ୍ୟକ୍ତିଙ୍କ ପାଖକୁ, ଆପଣଙ୍କର ପ୍ରଧାନମନ୍ତ୍ରୀ, କିମ୍ବା ଆମେରିକା, ରାଷ୍ଟ୍ରପତି, ସମସ୍ତେ ସେବକ ଅଟନ୍ତି। କେହି ଦାବି କରିପାରିବେ ନାହିଁ ଯେ "ମୁଁ ସେବକ ନୁହେଁ।" ତେଣୁ, ଆପଣ ଜଣେ ଖ୍ରୀଷ୍ଟିଆନ କିମ୍ବା ଆପଣ ଜଣେ ହିନ୍ଦୁ, ନା ଆପଣ ଜଣେ ମହମ୍ମଦ, କିନ୍ତୁ ତୁମକୁ ସେବା କରିବାକୁ ପଡିବ। ଏହା ନୁହେଁ ଯେ ଜଣେ ଖ୍ରୀଷ୍ଟିଆନ କିମ୍ବା ହିନ୍ଦୁ ହୋଇଥିବାରୁ ତାଙ୍କୁ ସେବା କରିବାକୁ ପଡ଼ିବ ନାହିଁ। "
680612 - ପ୍ରବଚନ SB 07.06.01 - ମନ୍ତ୍ରେଆଲ