OR/680619 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ଚେତନାରେ ଆମେ ଆମର ସମସାମୟିକଙ୍କୁ "ପ୍ରଭୁ" ବୋଲି ସମ୍ବୋଧନ କରୁଛୁ। ପ୍ରଭୁ ଅର୍ଥ ହେଉଛି ସ୍ୱାମୀ । ଏବଂ ପ୍ରକୃତ ଧାରଣା ହେଉଛି "ତୁମେ ମୋର ମାଲିକ, ମୁଁ ତୁମର ସେବକ।" ଠିକ୍ ବିପରୀତ ସଂଖ୍ୟା। ଏଠାରେ, ଭୌତିକ ଜଗତରେ ସମସ୍ତେ ଚାହାଁନ୍ତି, ନିଜକୁ ମାଲିକ ଭାବରେ ସ୍ଥାପିତ କରିବା ପାଇଁ: "ମୁଁ ତୁମର ମାଲିକ, ତୁମେ ମୋର ସେବକ।" ତାହା ହେଉଛି ଭୌତିକ ଅସ୍ତିତ୍ୱର ମାନସିକତା। ଏବଂ ଆଧ୍ୟାତ୍ମିକ ଅସ୍ତିତ୍ୱର ଅର୍ଥ ହେଉଛି, "ମୁଁ ସେବକ, ତୁମେ ମାଲିକ" । ଦେଖ। ଠିକ୍ ବିପରୀତ । "
680619 - ପ୍ରବଚନ BG 04.09 - ମନ୍ତ୍ରେଆଲ