OR/680706 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବାନ ତୁମର ପ୍ରେମ ପାଇଁ ସର୍ବଦା ଆଗ୍ରହୀ, ତୁମର ଭୌତିକ ଜିନିଷ ପ୍ରତି ନୁହେଁ। ଶ୍ରୀଲ ରୂପ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି ଯେ, କେହି ତୁମକୁ ବହୁତ ସୁନ୍ଦର, ଭୋଜନ ଯୋଗ୍ୟ ଖାଦ୍ୟ, ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରଦାନ କରନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ, ଯଦି ତୁମର ଭୋକ ନଥାଏ, ଏଗୁଡ଼ିକ ସବୁ ଅଦରକାରୀ, କାରଣ ତୁମେ ଖାଇ ପାରିବ ନାହିଁ, ଭୋକ ନାହିଁ । ସେହିପରି ଭାବରେ, ତୁମେ ଭଗବାନଙ୍କୁ ଅନେକ ଜିନିଷ ଅର୍ପଣ କରିବାର ଏକ ପ୍ରଦର୍ଶନ କରିପାର, କିନ୍ତୁ ଯଦି ତୁମର ଭକ୍ତି ପ୍ରେମ ନାହିଁ, ତାହା ଗ୍ରହଣୀୟ ନୁହେଁ । ତାହା ଗ୍ରହଣୀୟ ନୁହେଁ, କାରଣ ଭଗବାନ ଗରିବ ନୁହଁନ୍ତି । ସେ ତୁମଠାରୁ ଭିକ୍ଷା କରୁନାହିଁ। "
680706 - ପ୍ରବଚନ SB 07.09.09 - ମନ୍ତ୍ରେଆଲ