OR/680720 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବହୁନାମ ଜନ୍ମନାମ, ଅନେକ ଜନ୍ମ ପରେ, ଯଦି ସେମାନେ କିଛି ପ୍ରକୃତ ଭକ୍ତଙ୍କୁ ଭେଟିବାର ସୌଭାଗ୍ୟ ପାଆନ୍ତି, ତେବେ ସେ ଜ୍ଞାନବାନ ହୁଅନ୍ତି। ଏବଂ ବାସୁଦେବଃ ସର୍ବମ ଇତି ( ଭ.ଗୀ. ୭.୧୯), ତା’ପରେ ସେ ବାସୁଦେବ, କୃଷ୍ଣଙ୍କୁ ସବୁକିଛି ଭାବରେ ଗ୍ରହଣ କରନ୍ତି । ସ ମହାତ୍ମା ସୁଦୁର୍ଲଭଃ "ଏହିପରି ମହାନ ଆତ୍ମା ଅତ୍ୟନ୍ତ ବିରଳ ଅଟନ୍ତି । ତେଣୁ ଏଠାରେ ହରେ କୃଷ୍ଣ ଜପ କରି ସିଧାସଳଖ ମହାନ ଆତ୍ମା ପଦ ପାଇବାକୁ ଏକ ସୁଯୋଗ ଅଛି । ତେଣୁ ଏହା ବହୁତ ବୈଜ୍ଞାନିକ ଅଟେ । ବୈଜ୍ଞାନିକ, ଦାର୍ଶନିକ, ଯୁକ୍ତିଯୁକ୍ତ ଭାବରେ ଏହି ଗତିବିଧିକୁ ବୁଝିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଆମେ ଏହି ସୂତ୍ର ଉପସ୍ଥାପନ କରିପାରିବା । ଏହି ଆନ୍ଦୋଳନରେ ଏହି ସବୁ ଜିନିଷର ଅଭାବ ନାହିଁ। "
680720 - ପ୍ରବଚନ BG Excerpt - ମନ୍ତ୍ରେଆଲ