OR/680724 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଭାଗବତ-ଧର୍ମ ଅତ୍ୟନ୍ତ ସୁନ୍ଦର, ଏହା ସର୍ବଯାନିନ, ଏହାକୁ ସମସ୍ତେ ଗ୍ରହଣ କରିପାରିବେ। ଦୁର୍ଭାଗ୍ୟବଶତଃ, ଏତେ ଦିନ ପର୍ଯ୍ୟନ୍ତ ଏହି ଭାଗବତ-ଧର୍ମର କୌଣସି ପ୍ରଚାର ହୋଇ ନଥିଲା। ବର୍ତ୍ତମାନ ଭଗବାନ କୃଷ୍ଣ, ଚୈତନ୍ୟଙ୍କ କୃପାରୁ, ଭାଗବତ-ଧର୍ମ ବର୍ତ୍ତମାନ ପାଶ୍ଚାତ୍ୟ ଦେଶଗୁଡିକରେ ଏହା ସମ୍ପ୍ରସାରିତ ହେଉଛି। ମୁଁ ବହୁତ ଖୁସି ଯେ ଦୁନିଆର ଏହି ଭାଗରୁ ବାଳକ ଓ ବାଳିକାମାନେ ମଧ୍ୟ ଏହାକୁ ଆଲିଙ୍ଗନ କରୁଛନ୍ତି ଏବଂ ସେମାନେ ସୁନ୍ଦର ଭାବରେ ଜପ କରୁଛନ୍ତି ଏବଂ ନିୟମ ପାଳନ କରୁଛନ୍ତି। "
680724 - ପ୍ରବଚନ ଜୟପତାକା ଦାସଙ୍କ ଦୀକ୍ଷା - ମନ୍ତ୍ରେଆଲ