OR/680811c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ହରେ ଅର୍ଥାତ୍ କୃଷ୍ଣଙ୍କର ଶକ୍ତିକୁ ସମ୍ବୋଧନ କରିବା, ଏବଂ କୃଷ୍ଣ ନିଜେ ଭଗବାନ ଅଟନ୍ତି। ତେଣୁ ଆମେ ସମ୍ବୋଧିତ କରୁଛୁ, "ହେ କୃଷ୍ଣଙ୍କ ଶକ୍ତି, ହେ କୃଷ୍ଣ, ରାମ, ହେ ସର୍ବୋଚ୍ଚ ଉପଭୋଗକାରୀ, ଏବଂ ହରେ, ସେହି ସମାନ ଶକ୍ତି, ଆଧ୍ୟାତ୍ମିକ ଶକ୍ତି"। ଆମର ପ୍ରାର୍ଥନା ହେଉଛି , "ଦୟାକରି ମୋତେ ତୁମ ସେବାରେ ନିୟୋଜିତ କର"। ଆମେ ସମସ୍ତେ ଏକ ପ୍ରକାର ସେବାରେ ନିୟୋଜିତ ଅଛୁ । ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଆମେ ଯନ୍ତ୍ରଣା ଭୋଗୁଛୁ। ମାୟାକୁ ସେବା ପ୍ରଦାନ କରି ଆମେ ଯନ୍ତ୍ରଣା ଭୋଗୁଛୁ। ମାୟାର ଅର୍ଥ ହେଉଛି ଆମେ ଜଣକୁ ପ୍ରଦାନ କରୁଥିବା ସେବା, ସେ ଜଣକ ସନ୍ତୁଷ୍ଟ ନୁହଁନ୍ତି; ଏବଂ ଆପଣ ମଧ୍ୟ ସେବା ପ୍ରଦାନ କରୁଛନ୍ତି - ଆପଣ ସନ୍ତୁଷ୍ଟ ନୁହଁନ୍ତି। ସେ ଆପଣଙ୍କ ଉପରେ ସନ୍ତୁଷ୍ଟ ନୁହଁନ୍ତି; ଆପଣ ତାଙ୍କ ଉପରେ ସନ୍ତୁଷ୍ଟ ନୁହଁନ୍ତି। ଏହାକୁ ମାୟା କୁହାଯାଏ।"
680811 - ପ୍ରବଚନ ବ୍ରାହ୍ମଣ ଦୀକ୍ଷା - ମନ୍ତ୍ରେଆଲ