OR/680818b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପରମପୁରୁଷ ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ, ତୁମେ କୌଣସି ଉଚ୍ଚ ଯୋଗ୍ୟତା ଆବଶ୍ୟକ କରୁନାହଁ। ଏଥିରେ କୌଣସି ଫରକ ପଡ଼ିବ ନାହିଁ। ତୁମେ ତୁମର ପ୍ରାର୍ଥନାକୁ ଜୀବନର ଯେକୌଣସି ମାନଦଣ୍ଡରୁ ଦେଇ ପାରିବ। ଏହା ନୁହେଁ ଯେ ତୁମେ ଜଣେ ଅତି ଶିକ୍ଷିତ ବ୍ୟକ୍ତି, ଅତି ବିଦ୍ୱାନ ବ୍ୟକ୍ତି ହେବା ଆବଶ୍ୟକ , ଏବଂ ତୁମକୁ ତୁମର ପ୍ରାର୍ଥନାକୁ ଅତି ସୁନ୍ଦର ଭାବରେ ମନୋନୀତ ଶବ୍ଦରେ ଉପସ୍ଥାପନ କରିବାକୁ ପଡିବ ଯାହା ଦ୍ଵାରା କବିତା, ବାକ୍ୟ, ଛନ୍ଦ-ଶାସ୍ତ୍ର, ସବୁକିଛି ଅଛି, ରୂପାୟନ। କିଛି ଆବଶ୍ୟକ ନାହିଁ। କେବଳ ତୁମର ଭାବନାକୁ ପ୍ରକାଶ କରିବାକୁ ପଡିବ ।"
680818 - ପ୍ରବଚନ SB 07.09.12 - ମନ୍ତ୍ରେଆଲ