OR/680819 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେକେହି ପ୍ରଭୁଙ୍କ ନିକଟରେ ଅମଳିନ ଭକ୍ତି ସେବାରେ ନିୟୋଜିତ, ବିନା ନଗ୍ରହରେ - ଅଵ୍ୟଭିଚାରିଣି, ବ୍ୟଭିଚାର ନୁହେଁ, କେବଳ ଭଗବାନଙ୍କ ଶୁଦ୍ଧ ପ୍ରେମ, ଅନୁକୂଲ୍ୟେଣ କୃଷ୍ଣନୁଶିଲଣମ ( ଚ.ଚ. ମଧ୍ୟ ୧୯.୧୬୭), ଅନୁଗ୍ରହରେ - କିପରି ଭଗବାନ ଖୁସି ହେବେ । ଏହି ଅନୁଭବ ସହିତ, ଯଦି ଜଣେ ଭକ୍ତି ସେବାରେ ନିୟୋଜିତ, ମାଂ ଚ ୟୋଽବ୍ୟଭିଚାରେଣ ଭକ୍ତିୟୋଗେନ ସେବତେ... ଯଦି କେହି ଏହି ଉପାୟରେ ନିୟୋଜିତ ହୁଅନ୍ତି, ତା’ହେଲେ ତାଙ୍କର ସ୍ଥିତି କ’ଣ? ସ ଗୁଣାନ୍ସମତୀତ୍ୟୈତାନ୍ ( ଭ.ଗୀ. ୧୪.୨୬)। ଭୌତିକ ପ୍ରକୃତିର ତିନୋଟି ଗୁଣ ଅଛି, ଯଥା ସତ୍ୱ, ରଜ ଏବଂ ତମ, ସେ ସଙ୍ଗେ ସଙ୍ଗେ ଅତିକ୍ରମ କରନ୍ତି । ସ ଗୁଣାନ୍ସମତୀତ୍ୟୈତାନ୍ ହ୍ମଭୂୟାୟ କଲ୍ପତେ। ତୁରନ୍ତ ସେ ଆଧ୍ୟାତ୍ମିକ ଭାବରେ ପରିଚିତ । ତୁରନ୍ତ । ଏହା ପ୍ରକ୍ରିୟା । ତେଣୁ ଏହି ହରେ କୃଷ୍ଣଙ୍କୁ ଜପ କରିବା ପ୍ରକ୍ରିୟା , ଯଦି ଆମେ ଏହାକୁ ଅତି ସୁନ୍ଦର ଭାବରେ କରିବା... ସୁନ୍ଦର ଭାବରେ ଏହାର ଅର୍ଥ ନୁହେଁ ଯେ ଆମକୁ ବହୁତ ସୁନ୍ଦର ସଂଗୀତକାର କିମ୍ବା ଅତି କଳାତ୍ମକ ଗାୟକ ହେବାକୁ ପଡିବ । ନା। ଅତି ସୁନ୍ଦର ଭାବରେ ଅର୍ଥ ହେଉଛି ଆନ୍ତରିକତା ଏବଂ ଧ୍ୟାନ ସହିତ । ପ୍ରକ୍ରିୟା ହେଉଛି ସର୍ବୋଚ୍ଚ ଯୋଗ ବ୍ୟବସ୍ଥା । ଏହି ଦିବ୍ୟ କମ୍ପନ । ଯଦି ତୁମେ କେବଳ ହରେ କୃଷ୍ଣଙ୍କ ଜପ ଉପରେ ଧ୍ୟାନ ଦିଅ ।"
680819 - ପ୍ରବଚନ SB 07.09.12 - ମନ୍ତ୍ରେଆଲ