OR/680821 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମର ଅବସ୍ଥା ଭିନ୍ନ ଭାବରେ ହିସାବ କରାଯାଇଛି। ଏହା ନୁହେଁ ଯେ ଆମ ସମସ୍ତେ ସମାନ ପ୍ଲାଟଫର୍ମରେ ଅବସ୍ଥିତ। ଭୌତିକ ପ୍ଲାଟଫର୍ମରେ ଆମେ ତିନୋଟି ଭିନ୍ନ ସ୍ଥିତିରେ ଅଛୁ: ସତ୍ତ୍ୱ-ରଜ-ତମ। ସତ୍ତ୍ୱ ଅର୍ଥ ଉତ୍ତମତା, ରଜ ଅର୍ଥ ଉତ୍ସାହ ଏବଂ ତମା ଅର୍ଥ ଅଜ୍ଞତା କିମ୍ବା ଅନ୍ଧକାର। ତେଣୁ, ଆମେ ଯେତେ ଦିନ ପର୍ଯ୍ୟନ୍ତ ଭୌତିକ ପ୍ଲାଟଫର୍ମରେ ଅଛୁ, ସର୍ବୋଚ୍ଚ ସ୍ଥିତିର ସ୍ଥିତି ସତ୍ତ୍ୱ ମୋଡରେ ଅଛି ।"
680821 - ପ୍ରବଚନ SB 07.09.13 - ମନ୍ତ୍ରେଆଲ