OR/680824 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବଦ୍-ଗୀତା ଭଗବାନଙ୍କ ବିଜ୍ଞାନ। ପ୍ରତ୍ୟେକ ଜିନିଷର ବୈଜ୍ଞାନିକ ପ୍ରକ୍ରିୟା ଅଛି। ଶ୍ରୀମଦ୍-ଭାଗବତମ୍ ରେ ଏହା କୁହାଯାଏ, ଜ୍ଞାନଂ ମେ ପରମଂ-ଗୁହ୍ୟଂ ୟଦ ବିଜ୍ଞାନ-ସମନବିତଂ ( ଭା. 2.9.31) )। ଭଗବାନଙ୍କ ଜ୍ଞାନ, କିମ୍ବା ବିଜ୍ଞାନ ଅତ୍ୟନ୍ତ ଗୋପନୀୟ ଅଟେ। ଏହି ବିଜ୍ଞାନ ସାଧାରଣ ବିଜ୍ଞାନ ନୁହେଁ। ଏହା ଅତ୍ୟନ୍ତ ଗୋପନୀୟ ଅଟେ। ଜ୍ଞାନଂ ମେ ପରମଂ-ଗୁହ୍ୟଂ ୟଦ ବିଜ୍ଞାନ-ସମନବିତଂ। ଜ୍ଞାନଂ ଅର୍ଥ... ବି ଅର୍ଥ ନିର୍ଦ୍ଦିଷ୍ଟ ଅଟେ। ଏହା ଏକ ନିର୍ଦ୍ଦିଷ୍ଟ ଜ୍ଞାନ, ଏବଂ ଏହାକୁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଦ୍ୱାରା ବୁଝିବାକୁ ହେବ।"
680824 - ପ୍ରବଚନ BG 04.01 - ମନ୍ତ୍ରେଆଲ