OR/680824c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସର୍ବପ୍ରଥମେ, କୃଷ୍ଣଙ୍କର ଭକ୍ତ ହେବାକୁ ଚେଷ୍ଟା କର। ତା’ପରେ ଭଗବଦ୍-ଗୀତା କ’ଣ ତାହା ବୁଝିବାକୁ ଚେଷ୍ଟା କର - ତୁମର ପଣ୍ଡିତ ପଣିଆ କିମ୍ବା କଳ୍ପନା ଦ୍ୱାରା ନୁହେଁ। ତା’ହେଲେ ତୁମେ ଭଗବଦ୍-ଗୀତାକୁ କେବେବି ବୁଝି ପାରିବ ନାହିଁ। ଯଦି ତୁମେ ଭଗବଦ୍-ଗୀତା ବୁଝିବାକୁ ଚାହଁ, ତା’ହେଲେ ତୁମର ମାନସିକ କଳ୍ପନା ଦ୍ୱାରା ନୁହେଁ, ଭଗବଦ୍-ଗୀତାରେ ବର୍ଣ୍ଣିତ ପ୍ରକ୍ରିୟା ଦ୍ୱାରା ତୁମକୁ ବୁଝିବାକୁ ପଡିବ । ଏହା ହେଉଛି ବୁଝିବାର ପ୍ରକ୍ରିୟା । ଭକ୍ତୋଽସି ମେ ସଖା ଚେତି (Vanisource:BG 4.3 (1972)।ଭ.ଗୀ. ୪.୩) । ଭକ୍ତଙ୍କ ଅର୍ଥ ... ଭକ୍ତ କିଏ? ଭକ୍ତଙ୍କ ଅର୍ଥ ଯିଏ ଭଗବାନଙ୍କ ସହ ତାଙ୍କର ଅନାଦି ସମ୍ପର୍କକୁ ପୁନର୍ଜୀବିତ କରିଛି।"
680824 - ପ୍ରବଚନ BG 04.01 - ମନ୍ତ୍ରେଆଲ