OR/681023b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସ୍ୱାର୍ଥପରତା ... ଠିକ୍ ଗୋଟିଏ କୁକୁର ପରି। ସେ କେବଳ ନିଜ ଶରୀର ବିଷୟରେ ଜାଣିଛନ୍ତି। ସେ ଅନ୍ୟ କୁକୁରକୁ ତାଙ୍କ ସୀମାକୁ ଆସିବାକୁ ଦେବେ ନାହିଁ। ଏହା ଅତ୍ୟନ୍ତ ଖରାପ ସ୍ୱାର୍ଥପରତା। ତୁମେ ଏହାକୁ ଟିକେ ଅଧିକ ବଢ଼ାଇ ଦେଇଛ, ମାନବ ସମାଜ। ସେଠାରେ ପରିବାର, ପତ୍ନୀ, ପିଲାମାନେ ଅଛନ୍ତି। ତାହା ମଧ୍ୟ ବିସ୍ତାରିତ ସ୍ୱାର୍ଥପରତା । ତା’ପରେ ତୁମେ ଏହାକୁ ଆହୁରି ବିସ୍ତାର କର: ତୁମେ ସମାଜ କିମ୍ବା ଜାତୀୟତା, ଜାତୀୟତାର ଚେତନା ପାଇଛ । ତାହା ମଧ୍ୟ ଆହୁରି ବିସ୍ତାରିତ ସ୍ୱାର୍ଥପରତା । ସେହିଭଳି, ତୁମେ ସମାନ ପ୍ରବୃତ୍ତି ମାନବିକତା-ଜ୍ଞାନକୁ ବିସ୍ତାର କର । କାରଣ ଆମେ ... ଆଉ ଏକ ଗୋଷ୍ଠୀ ଅଛିନ୍ତି, ସେମାନେ ମାନବ ସମାଜର ସେବା କରିବାକୁ ବହୁତ ବ୍ୟଗ୍ର । କିନ୍ତୁ ସେମାନେ ପଶୁ ସମାଜର ସେବା କରିବାକୁ ବ୍ୟଗ୍ର ନୁହଁନ୍ତି । ମାନବ ସମାଜର ସନ୍ତୁଷ୍ଟତା ପାଇଁ ପଶୁ ସମାଜକୁ ହତ୍ୟା କରାଯାଇପାରେ । ତେଣୁ, ଯେପର୍ଯ୍ୟନ୍ତ ଆପଣ ଆତ୍ମ ସ୍ଥିତିକୁ ଆସନ୍ତି ନାହିଁ, ସେଠାରେ ଯାହା ବିସ୍ତାରିତ ସ୍ୱାର୍ଥପରତା ଅଛି, ଏହା ସ୍ୱାର୍ଥପରତା ଅଟେ ।"
681023 - ପ୍ରବଚନ SB 02.01.02-5 - ମନ୍ତ୍ରେଆଲ