OR/681113 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ହରି ହରି ବିଫଳେ ଜନମ ଗୋଣାଇନୁ:" ମୋର ପ୍ରିୟ ପ୍ରଭୁ, ମୁଁ ମୋ ଜୀବନକୁ ଅଦରକାରୀ ଭାବରେ ନଷ୍ଟ କରି ଦେଇଛି। "ବିଫଲେ ଅର୍ଥ ଅଦରକାରୀ, ଏବଂ ଜନମ ଅର୍ଥ ହେଉଛି ଜନ୍ମ, ଏବଂ ଗୋଣାଇନୁର ଅର୍ଥ ହେଉଛି" ମୁଁ ଅତିକ୍ରମ କରିଛି" । ସେ ଜଣେ ସାଧାରଣ ଲୋକର ପ୍ରତିନିଧିତ୍ୱ କରୁଛନ୍ତି, ଯେହେତୁ ଆମ ସମସ୍ତେ କେବଳ ଆମ ଜୀବନକୁ ନଷ୍ଟ କରୁଛନ୍ତି । ସେମାନେ ଜାଣନ୍ତି ନାହିଁ ଯେ ସେମାନେ ନିଜ ଜୀବନକୁ ନଷ୍ଟ କରୁଛନ୍ତି। ସେମାନେ ଭାବୁଛନ୍ତି ଯେ ମୋର ବହୁତ ସୁନ୍ଦର ଆପାର୍ଟମେଣ୍ଟ, ବହୁତ ସୁନ୍ଦର କାର, ବହୁତ ସୁନ୍ଦର ପତ୍ନୀ, ବହୁତ ସୁନ୍ଦର ଆୟ, ବହୁତ ସୁନ୍ଦର ସାମାଜିକ ସ୍ଥିତି ଅଛି। ଅନେକ ଜିନିଷ ।ଏଗୁଡ଼ିକ ହେଉଛି ଭୌତିକ ଆକର୍ଷଣ।"
681113 - ପ୍ରବଚନ - ଲସ ଆ଼ଞ୍ଜେଲ୍ସ