OR/681228b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହା ଏକ ବଡ କାହାଣୀ। ଜଣେ କିପରି ଚନ୍ଦ୍ର ଗ୍ରହକୁ ଯାଏ, କିପରି ପୁନର୍ବାର ଫେରି ଆସେ। ଏସବୁ ବୈଦିକ ସାହିତ୍ୟରେ ବର୍ଣ୍ଣିତ ହୋଇଛି। ଏହା ଏକ ନୂତନ ବିଷୟ ନୁହେଁ। କିନ୍ତୁ ଆମର ଉଦ୍ଦେଶ୍ୟ କ’ଣ? ଆମର ଲକ୍ଷ୍ୟ ଅଲଗା। ଆମେ ଆମର ମୂଲ୍ୟବାନ ସମୟ ନଷ୍ଟ କରିବାକୁ ଯାଉନାହିଁ, କୃଷ୍ଣ କୁହନ୍ତି ଯେ ଏହି ପ୍ରୟାସ ଦ୍ୱାରା ତୁମର ସମୟ ନଷ୍ଟ କର ନାହିଁ ଯେ ତୁମେ ଏହି ଗ୍ରହକୁ, ସେହି ଗ୍ରହକୁ, ସେହି ଗ୍ରହକୁ, ସେହି ଗ୍ରହକୁ ଯିବ। ତୁମେ କ’ଣ ଲାଭ କରିବ? ତୁମର ଭୌତିକ ଦୁଃଖ ତୁମେ ଯେଉଁଠାକୁ ଯାଅ, ତୁମକୁ ଅନୁସରଣ କରିବ।"
681228 - ପ୍ରବଚନ ଦୀକ୍ଷା - ଲସ ଆ଼ଞ୍ଜେଲ୍ସ