OR/681229 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଗୌରାଙ୍ଗ ବୋଲିତେ ହବେ ପୁଲକ-ଶରୀର। ଏହା ହେଉଛି ଜପ କରିବାର ସିଦ୍ଧତା, ଆମେ ସଙ୍କୀର୍ତ୍ତନ ଆନ୍ଦୋଳନ ଆରମ୍ଭ କରିଥିବା ପ୍ରଭୁ ଗୌରାଙ୍ଗଙ୍କ ନାମ ଜପ କରିବା କିମ୍ବା ନାମ ଉଚ୍ଚାରଣ କରିବା ସଙ୍ଗେ ସଙ୍ଗେ ଶରୀରରେ କମ୍ପନ ସୃଷ୍ଟି ହେବ । ତେଣୁ ଏହା ଅନୁକରଣ କରାଯିବା ଉଚିତ୍ ନୁହେଁ । କିନ୍ତୁ ନରୋତ୍ତମ ଦାସ ଠାକୁର ସୁପାରିଶ କରୁଛନ୍ତି ଯେ ସେହି ସୁବିଧାଜନକ ମୁହୂର୍ତ୍ତ କେବେ ଆମ ପାଖକୁ ଆସିବ, ଆମେ ପ୍ରଭୁ ଗୌରାଙ୍ଗଙ୍କ ନାମ ଜପ କରିବା ମାତ୍ରେ ଶରୀରରେ କମ୍ପନ ସୃଷ୍ଟି ହେବ । ଏବଂ କମ୍ପନ ପରେ, ହରି ହରି ବୋଳିତେ ନୟନେ ବା'ବେ ନିର, ଯେତେବେଳେ ହରେ କୃଷ୍ଣ ଜପ କଲେ ଆଖିରେ ଲୁହ ଆସିଯିବ ।"
ପ୍ରବଚନ ଗୌରାଙ୍ଗ ବୋଲିତେ ହବେ ଭାବାର୍ଥ ଉଦ୍ଧୃତି - ଲସ ଆ଼ଞ୍ଜେଲ୍ସ