OR/681230c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଠିକ୍ ସେହିପରି ହରିଦାସ ଠାକୁର । ହରିଦାସ ଠାକୁର ସର୍ବଦା ଏକ ନିର୍ଜନ ସ୍ଥାନରେ ଜପ କରୁଥିଲେ। ବର୍ତ୍ତମାନ, ଯଦି କେହି ଉଚ୍ଚ ସ୍ଥରକୁ ନଆସି ଅନୁକରଣ କରନ୍ତି, "ଓଃ, ହରିଦାସ ଠାକୁର ଜପ କରିଥିଲେ। ମୋତେ ଏକାକୀ ସ୍ଥାନରେ ବସି ଜପ କରିବାକୁ ଦିଅ", ସେ ତାହା କରିପାରିବେ ନାହିଁ। ଏହା ସମ୍ଭବ ନୁହେଁ। ସେ କେବଳ ଅନୁକରଣ କରିବେ ଏବଂ ସେ ସମସ୍ତ ନିର୍ବୋଧ କାର୍ଯ୍ୟ କରିବେ। ତେଣୁ ସମସ୍ତେ ନିଜ ନିଜ କାର୍ଯ୍ୟରେ ନିୟୋଜିତ ହେବା ଉଚିତ୍ ଏବଂ ତାଙ୍କର କାର୍ଯ୍ୟଫଳ ଦ୍ୱାରା ସେ କୃଷ୍ଣଙ୍କୁ ସେବା କରିବା ଉଚିତ୍। ଆମେ ହରିଦାସ ଠାକୁରଙ୍କୁ ଅନୁକରଣ କରିପାରିବୁ ନାହିଁ । ଏହା ଏକ ଭିନ୍ନ ସ୍ଥିତି । ଯଦି ସେହି ପଦବୀକୁ ଉନ୍ନୀତ ହୁଏ, ତାହା ଏକ ଭିନ୍ନ କଥା, କିନ୍ତୁ ସାଧାରଣତଃ, ତାହା ସାଧାରଣ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ତେଣୁ ସମସ୍ତେ ବୃତ୍ତିଗତ କର୍ତ୍ତବ୍ୟ ଏବଂ ତାଙ୍କ କାର୍ଯ୍ୟର ଫଳାଫଳ ଦ୍ୱାରା ପ୍ରଭୁଙ୍କ ସେବା କରିବାକୁ ଚେଷ୍ଟା କର।"
ପ୍ରବଚନ BG 03.18-30 - - ଲସ ଆ଼ଞ୍ଜେଲ୍ସ