OR/690101 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ସମଗ୍ର ଭୌତିକ ବାତାବରଣ ପ୍ରକୃତିର ତିନି ଗୁଣ ଦ୍ୱାରା ପରିପୁର୍ଣ୍ଣ ହୋଇ ଅଛି । ତେଣୁ ଜଣଙ୍କୁ ଭୌତିକ ପ୍ରକୃତିର ଗୁଣ ଅତିକ୍ରମ କରିବାକୁ ପଡିବ। ଠିକ୍ ଯେପରି ଜଣେ ପ୍ରଥମ ଶ୍ରେଣୀର କଏଦୀ ହେବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ। ଜେଲ୍ ଘରେ ଯଦି ଜଣେ ତୃତୀୟ-ଶ୍ରେଣୀ କଏଦୀ ଏବଂ ଜଣେ ପ୍ରଥମ ଶ୍ରେଣୀର କଏଦୀ ଥାନ୍ତି, ତୃତୀୟ ଶ୍ରେଣୀର କଏଦୀ ଇଛା କରିବା ଉଚିତ୍ ନୁହେଁ ଯେ 'ମୋତେ ଏହି କାରାଗାରରେ ରହିବାକୁ ଦିଅ ଏବଂ ପ୍ରଥମ ଶ୍ରେଣୀରେ ବନ୍ଦୀ ହେବାକୁ ଦିଅ'। ଏହା ଭଲ ନୁହେଁ। ଜଣେ ଜେଲର କାନ୍ଥ ଅତିକ୍ରମ କରିବା ଉଚିତ୍, କିମ୍ବା କାରାଗାରରୁ ବାହାରକୁ ଆସିବା ଉଚିତ୍ । ଏହା ତାଙ୍କର ଲକ୍ଷ୍ୟ।"
690101 - ପ୍ରବଚନ BG 03.31-43 - ଲସ ଆ଼ଞ୍ଜେଲ୍ସ