OR/690110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପ୍ରକୃତରେ, ଆମେ ପ୍ରତ୍ୟେକ, ଆମର ଆଧ୍ୟାତ୍ମିକ ମୁକ୍ତିକୁ ଅବହେଳା କରି, ଆମେ ଭୌତିକ ଇନ୍ଦ୍ରିୟ ସୁଖରେ ନିୟୋଜିତ ଅଛୁ, ଏବଂ ସେଥିପାଇଁ ଆମେ ଆଧ୍ୟାତ୍ମିକ ସ୍ଥରରେ ନିଜକୁ ଉନ୍ନତ କରିବାର ଏହି ମାନବ ଶରୀରର ସୁଯୋଗ ହରାଉଛୁ। ଏହି ମାନବ ଶରୀରକୁ ବିଶେଷ ଭାବରେ ବଦ୍ଧ ଜୀବକୁ ଏକ ସୁଯୋଗ ଦିଆଯାଏ ଆଧ୍ୟାତ୍ମିକ ମୁକ୍ତି ପାଇଁ। ତେଣୁ ଯିଏ ଆଧ୍ୟାତ୍ମିକ ମୁକ୍ତି ପାଇଁ ଚିନ୍ତା କରେ ନାହିଁ, ସେ ଆଧ୍ୟାତ୍ମିକ ମୃତ୍ୟୁକୁ ନିମନ୍ତ୍ରଣ କରେ। ଆଧ୍ୟାତ୍ମିକ ମୃତ୍ୟୁ ଅର୍ଥ ହେଉଛି ନିଜକୁ ଭୁଲିଯିବା ଯେ ସେ ଆତ୍ମା। ତାହା ହେଉଛି ଆଧ୍ୟାତ୍ମିକ ମୃତ୍ୟୁ।"
690110 - Bhajan and Purport to Gaura Pahu - ଲସ ଆ଼ଞ୍ଜେଲ୍ସ