OR/690111b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେତେବେଳେ କୃଷ୍ଣ ବ୍ୟକ୍ତିଗତ ଭାବରେ ଉପସ୍ଥିତ ଥିଲେ, ସେ କେବଳ ଆମକୁ ଆତ୍ମସମର୍ପଣ କରିବାକୁ କହିଥିଲେ, କିନ୍ତୁ ସେ ନିଜକୁ ଏତେ ସହଜରେ ବଣ୍ଟନ କରିନଥିଲେ। ସେ ସର୍ତ୍ତ ରଖିଥିଲେ ଯେ, ସର୍ବପ୍ରଥମେ ତୁମେ ଆତ୍ମସମର୍ପଣ କର।" କିନ୍ତୁ ଏଠାରେ, ଏହି ଅବତାରରେ ଚୈତନ୍ୟ ମହାପ୍ରଭୁ, ଯଦିଓ ସେ ନିଜେ କୃଷ୍ଣ, ସେ କୌଣସି ସର୍ତ୍ତ କରନ୍ତି ନାହିଁ । ସେ କେବଳ ବଣ୍ଟନ କରନ୍ତି, "କୃଷ୍ଣ ପ୍ରେମ ନିଅ।"
690111 - ପ୍ରବଚନ Purport to Sri Krsna Caitanya Prabhu - ଲସ ଆ଼ଞ୍ଜେଲ୍ସ