OR/690209 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ଆମେ କୃଷ୍ଣଙ୍କ ଆଶ୍ରୟ ନେଉଛୁ, ଯଦିଓ ଆମର କିଛି ତ୍ରୁଟି ଅଛି, ଆମକୁ ସୁରକ୍ଷା ଦେବାରେ, କୃଷ୍ଣ ଏହାକୁ ଠିକ୍ କରିବେ । ତେଣୁ ଆମେ କୃଷ୍ଣଙ୍କ ଉପରେ ନିର୍ଭର କରିବା ଉଚିତ୍। ଏହାକୁ କୁହାଯାଏ .."ଶରଣାଗତି": ବିଶ୍ୱାସ କରିବାକୁ, ଆତ୍ମସମର୍ପଣ କର ଯେ କୃଷ୍ଣ ଆମକୁ ସୁରକ୍ଷା ଦେବେ। କୃଷ୍ଣଙ୍କ ସୁରକ୍ଷା ବ୍ୟତୀତ, ଅନ୍ୟ କୌଣସି ସୁରକ୍ଷା ବାସ୍ତବିକ ନୁହେଁ। କୌଣସି ଆଶ୍ୱାସନା ନାହିଁ।"
690209 - ପ୍ରବଚନ Excerpt - ଲସ ଆ଼ଞ୍ଜେଲ୍ସ