OR/690322 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପ୍ରହଲ୍ଲାଦ ମହାରାଜ ବିଚାର କରୁଛନ୍ତି ଯେ, 'ଯଦିଓ ମୁଁ ପିଲା, ମୋର କୌଣସି ଶିକ୍ଷା ନାହିଁ, ମୋର ପିତାମାତା ଆଦୌ ସଚ୍ଚୋଟ ନୁହଁନ୍ତି; ତଥାପି, ଭକ୍ତି ସେବା ସର୍ତ୍ତମୂଳକ ନୁହେଁ । ଭକ୍ତି ସେବା କୌଣସି ଭୌତିକ ଯୋଗ୍ୟତା ଉପରେ ନିର୍ଭର କରେ ନାହିଁ। ତେଣୁ ମୁଁ ଚେଷ୍ଟା କରିବି, ମୋର ସାମର୍ଥ୍ୟ ଅନୁଯାୟୀ ସର୍ବୋପରି ପ୍ରଭୁଙ୍କୁ ମୋର ପ୍ରାର୍ଥନା କରିବି । "
690322 - ପ୍ରବଚନ Excerpt - ହାୱାଇ