OR/690327 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଏହି ଯୁଗର ମାତ୍ର ପାଞ୍ଚ ହଜାର ବର୍ଷ ଅତିକ୍ରମ କରିସାରିଛୁ, କଳି-ଯୁଗ। ଏହାପୂର୍ବରୁ ଦ୍ଵାପର-ଯୁଗ ଥିଲା। ଦ୍ଵାପର-ଯୁଗର ଅର୍ଥ ହେଉଛି ୮୦୦,୦୦୦ ବର୍ଷ। ଏବଂ ଏହାପୂର୍ବରୁ, ତ୍ରେତା-ଯୁଗ ଥିଲା, ଯାହା ବାର ଶହ ହଜାର ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଏହାର ଅର୍ଥ ଅତି କମରେ ଦୁଇ ନିୟୁତ ବର୍ଷ ପୂର୍ବେ ପ୍ରଭୁ ରାମଚନ୍ଦ୍ର ଏହି ଧରାରେ ପ୍ରକଟ ହୋଇ ଥିଲେ। "
690327 - ପ୍ରବଚନ Festival Appearance Day, Lord Ramacandra, Rama-Navami - ହାୱାଇ