OR/690328b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଜପ ଏବଂ ଶୁଣିବା ଏତେ ପବିତ୍ର ଯେ ଏହା ଧୀରେ ଧୀରେ ତୁମର ହୃଦୟକୁ ପରିଷ୍କାର କରିବ, ଏବଂ ତୁମେ ବୁଝିବ ଭଗବାନ କ'ଣ - ଭଗବାନ କ'ଣ, ତାଙ୍କ ସହିତ ତୁମର ସମ୍ପର୍କ କ'ଣ, ତାଙ୍କର କାର୍ଯ୍ୟ କ'ଣ, ତୁମର କାର୍ଯ୍ୟ କ'ଣ? ଏହି ସବୁ ଜିନିଷ ସ୍ଵତସ୍ପୃତ ଭାବରେ ଆସିବ, ଧୀରେ ଧୀରେ । ଏହା କିଛି ଲାଗିବ ... ଠିକ୍ ଯେପରି ଏକ ରୋଗକୁ ଭଲ କରିବା ପାଇଁ କିଛି ସମୟ ଲାଗେ, ତାହା ନୁହେଁ ଯେ ତୁମେ ତୁରନ୍ତ ଔଷଧ ଦିଅ ଏବଂ ତୁରନ୍ତ ସେ ଆରୋଗ୍ୟ ହୋଇଯାଏ । ସଙ୍ଗେ ସଙ୍ଗେ ସେ ସୁସ୍ଥ ହୋଇଯାଏ, ଅବଶ୍ୟ ଶୁଣିବା ଦ୍ଵାରା, ଯଦି ଜଣେ ଠିକ୍ ଭାବରେ ଶୁଣେ । ଏହା ସମ୍ଭବ ନୁହେଁ, କାରଣ ଆମେ ଏହି ଭୌତିକ ପ୍ରଦୂଷଣ ସହିତ ଜଡିତ । ଏହା ଅଳ୍ପ ସମୟ ଆବଶ୍ୟକ କରେ । କିନ୍ତୁ ଏହା ହେଉଛି ଏହି ଯୁଗର ଏକମାତ୍ର ପ୍ରକ୍ରିୟା । କେବଳ ତୁମେ ଏହି ଜପ ଶୁଣ, ହରେ କୃଷ୍ଣ, ଏବଂ ଶୁଣ, ଏବଂ ଯଦି ତୁମର ସମୟ ଅଛି ତେବେ ତୁମେ ବହି ପଢି ପାରିବ । ଏହା ମଧ୍ୟ ଶ୍ରବଣ। "
690328 - ପ୍ରବଚନ SB 01.02.06 - ହାୱାଇ