OR/690330 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଐତିହାସିକ ସନ୍ଦର୍ଭରୁ ମଧ୍ୟ କୌଣସି ବ୍ୟକ୍ତି ନାହାଁନ୍ତି ଯାହାକୁ କୃଷ୍ଣଙ୍କ ସହ ତୁଳନା କରାଯାଇପାରିବ। ତେଣୁ ସେ ସମସ୍ତଙ୍କୁ ଆକର୍ଷିତ କରନ୍ତି। ଏବଂ ଆମେ ଯାହାକିଛି ଅନୁଭବ କରୁ, ତାହା ହେଉଛି କୃଷ୍ଣଙ୍କ ଶକ୍ତିର ପ୍ରକାଶ । ପରାସ୍ୟ ଶକ୍ତିର ବିବିଧାଇବ ଶୃୟତେ ( ଶ୍ଵେତାଶ୍ୱତର ଉପନିଷଦ ୬.୮, ଚ.ଚ. ମଧ୍ୟ ୧୩.୬୫, ଭାବାର୍ଥ ) । ତାଙ୍କର ଶକ୍ତି ଭିନ୍ନ ଭିନ୍ନ ଭାବରେ ଦେଖାଯାଏ । ସେହିପରି, ବିଷ୍ଣୁ ପୁରାଣରେ ମଧ୍ୟ କୁହାଯାଏ, ପାରସ୍ୟ ବ୍ରହ୍ମଣଃ ଶକ୍ତିସ ତଥୈବ ଅଖିଳମ ଜଗତ (ବିଷ୍ଣୁ ପୁରାଣ ୧.୨୨.୫୬) । ଅଖିଳମ ଜଗତର ଅର୍ଥ ହେଉଛି ସମଗ୍ର ମହାଜାଗତିକ ପ୍ରକାଶ ହେଉଛି ପରମପୁରୁଷ ଭଗବାନଙ୍କ ବହୁ ଶକ୍ତିର ପ୍ରଦର୍ଶନ ।"
690330 - ପ୍ରବଚନ - ହାୱାଇ