OR/690416b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏଠାରେ କୃଷ୍ଣଭାବାନାମୃତ ଆନ୍ଦୋଳନର ଆରମ୍ଭ: କେବଳ କୃଷ୍ଣଙ୍କ ବିଷୟରେ ଶୁଣିବା ଏବଂ ଜପ କରିବା ଏବଂ ତାଙ୍କୁ ସର୍ବଦା ମନେ ରଖିବା । ତାପରେ ତୁମେ ନିରାପଦ । ତୁମର ବିଚଳିତ ହେବାର କିଛି ନାହିଁ। ତୁମର ଜୀବନ ସୁରକ୍ଷିତ। ତୁମର ପରବର୍ତ୍ତୀ ଜୀବନ ନିଶ୍ଚିତ, ବହୁତ ଭଲ ଜୀବନ । ଏବଂ ଏହା ବହୁତ ସରଳ । କେବଳ ଜପ କରନ୍ତୁ,
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ ରାମ ରାମ ହରେ ହରେ"
690416 - ପ୍ରବଚନ SB - ନିୟୁର୍କ