OR/690506b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଝିଅମାନଙ୍କର ଯତ୍ନ ନେବା ଏକ ବଡ ଦାୟିତ୍। ଅଟେ। ମନୁ-ସଂହିତା ଅନୁଯାୟୀ, ବୈଦିକ ନୀତି ଅନୁଯାୟୀ, ମହିଳାଙ୍କର କୌଣସି ସ୍ଵାଧୀନତା ନାହିଁ। ତାଙ୍କ ଯତ୍ନ କେହିଜଣେ ନେବାକୁ ପଡିବ। ବାଲ୍ୟକାଳରେ ପିତା ଯତ୍ନ ନେବାକୁ ପଡିବ; ଯୌବନ ବୟସରେ ସ୍ୱାମୀ, ଜଣେ ଭଲ ସ୍ୱାମୀ ଯତ୍ନ ନେବାକୁ ପଡେ; ଏବଂ ଯେତେବେଳେ ସେ ବୃଦ୍ଧ, ବୟସ୍କ ପୁଅମାନେ, ଯତ୍ନ ନେବାକୁ ପଡେ । କିନ୍ତୁ ମହିଳାଙ୍କୁ କେବେବି ସ୍ୱାଧୀନ ରହିବାକୁ ଅନୁମତି ଦିଆଯାଏ ନାହିଁ । ତାହା ହେଉଛି ଜୀବନର ବୈଦିକ ନୀତି। ପ୍ରକୃତରେ, ମହିଳା ହେଉଛି ଦୁର୍ବଳ ଜାତି । ସେମାନେ ସୁରକ୍ଷା ଆବଶ୍ୟକ କରନ୍ତି ଭଲ ପିତା, ଭଲ ସ୍ୱାମୀ ଏବଂ ଭଲ ସନ୍ତାନ ଠାରୁ ମଧ୍ୟ ।"
690506 - ପ୍ରବଚନ Wedding - ବୋଷ୍ଟୋନ୍