OR/690511d ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି କୃଷ୍ଣ ଧ୍ୱନି ଏବଂ କୃଷ୍ଣ, ଭିନ୍ନ ନୁହନ୍ତି । ତେଣୁ ଯଦି ଆମେ କୃଷ୍ଣ ଶବ୍ଦ ଉଚ୍ଚାରଣ କରୁ, ତେବେ ମୁଁ ତୁରନ୍ତ କୃଷ୍ଣଙ୍କ ସଂସ୍ପର୍ଶରେ ଆସିଛି, ଏବଂ ଯଦି କୃଷ୍ଣ ସମ୍ପୂର୍ଣ୍ଣ ଆତ୍ମା ଅଟନ୍ତି, ତେବେ ତୁରନ୍ତ ମୁଁ ଆଧ୍ୟାତ୍ମିକ ହୋଇଯାଏ। ଠିକ ଯେପରି ତୁମେ ଯଦି ତୁମେ ବିଦ୍ୟୁତ୍ ସ୍ପର୍ଶ କର, ତୁରନ୍ତ ତୁମେ ବିଦ୍ୟୁତକରଣ ହୁଅ । ଏବଂ ତୁମେ ଯେତେ ଅଧିକ ବିଦ୍ୟୁତକରଣ ହେବ, ତୁମେ ଅଧିକ କୃଷ୍ଣ ଭାବାନାମୃତ ହୋଇଯିବ । କୃଷ୍ଣ ଭାବାନାମୃତ । ତେଣୁ ଯେତେବେଳେ ତୁମେ ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଭାବାନାମୃତ ହେବ, ସେତେବେଳେ ତୁମେ କୃଷ୍ଣ ସ୍ଥରରେ ଥାଅ । ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋଽର୍ଜୁନ ( ଭ.ଗୀ. ୪.୯), ତାପରେ ସଂପୂର୍ଣ୍ଣ କୃଷ୍ଣ ଭାବାନାମୃତ, ଆଉ ଏହି ଭୌତିକ ଅସ୍ତିତ୍ୱକୁ ଫେରି ଆସିବ ନାହିଁ । ସେ କୃଷ୍ଣଙ୍କ ସହ ରୁହନ୍ତି । "
690511 - ବାର୍ତ୍ତାଳାପ with Allen Ginsberg - କଲମ୍ବସ୍