OR/690513 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପରି ଭାଗବତରେ କୁହାଯାଇଅଛି ଯେ ଏବଂ ପ୍ରସନ୍ନ-ମନସୋ ( ଭା.୧.୨.୨୦), 'ପୁର୍ଣ୍ଣ ଆନନ୍ଦିତ', ଭଗବତ-ଭକ୍ତି-ୟୋଗ, "ଭକ୍ତି-ଯୋଗ ଅଭ୍ୟାସ ଦ୍ୱାରା" । "ଏବଂ ପ୍ରସନ୍ନ-ମନସୋ ଭଗବଦ୍-ଭକ୍ତି-ୟୋଗତ, ମୁକ୍ତ-ସଙ୍ଗସ୍ୟ: "ଏବଂ ସମସ୍ତ ଭୌତିକ ପ୍ରଦୂଷଣରୁ ମୁକ୍ତ" । ସେ ଭଗବାନଙ୍କୁ ବୁଝିପାରନ୍ତି । ତୁମେ କଣ ଭାବୁଛ ଭଗବାନ ଏତେ ଶସ୍ତା ଜିନିଷ, କେହିବି ବୁଝି ପାରିବେ? କାରଣ ସେମାନେ ବୁଝନ୍ତି ନାହିଁ, ସେମାନେ କିଛି ଅଜ୍ଞାନତା ଉପସ୍ଥାପନ କରନ୍ତି: "ଭଗବାନ ଏହିପରି ଅଟନ୍ତି । ଭଗବାନ ସେହିପରି ଅଟନ୍ତି । ଭଗବାନ ସେହିପରି ଅଟନ୍ତି ।" ଏବଂ ଯେତେବେଳେ ଭଗବାନ ନିଜେ ଆସନ୍ତି, “ମୁଁ ଏଠାରେ ଅଛି: କୃଷ୍ଣ,” ସେମାନେ ଏହାକୁ ଗ୍ରହଣ କରନ୍ତି ନାହିଁ । ସେମାନେ ସେମାନଙ୍କର ନିଜର ପରମେଶ୍ୱର ସୃଷ୍ଟି କରିବେ। "
690513 - ବାର୍ତ୍ତାଳାପ with Allen Ginsberg - କଲମ୍ବସ୍