OR/690613 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଶ୍ରୀମଦ୍-ଭାଗବତମ୍ ର ପ୍ରତ୍ୟେକ ଶବ୍ଦ, ବ୍ୟାଖ୍ୟାରେ ପରିପୂର୍ଣ୍ଣ, ପ୍ରତ୍ୟେକ ଶବ୍ଦ ।ଏହା ହେଉଛି ଶ୍ରୀମଦ୍-ଭାଗବତମ୍, ବିଦ୍ୟା ଭାଗବତାବଧି । ସେତେବେଳେ ଜଣଙ୍କର ଶିକ୍ଷା ବୁଝାଯିବ, ଯେତେବେଳେ ସେ ଶ୍ରୀମଦ୍-ଭାଗବତମ୍ ବୁଝିବାରେ ସକ୍ଷମ ହେବେ । ବିଦ୍ୟା, ବିଦ୍ୟା ଅର୍ଥ ହେଉଛି ଶିକ୍ଷା ଏହି ବିଜ୍ଞାନ, ସେହି ବିଜ୍ଞାନ ନୁହେଁ । ଯେତେବେଳେ ଜଣେ ଶ୍ରୀମଦ୍-ଭାଗବତମ୍ କୁ ପ୍ରକୃତ ଦୃଷ୍ଟିକୋଣରେ ବୁଝିପାରେ, ସେତେବେଳେ ତାଙ୍କୁ ବୁଝିବାକୁ ହେବ ଯେ ସେ ତାଙ୍କର ସମସ୍ତ ଶିକ୍ଷାଗତ ଯୋଗ୍ୟତା ସମାପ୍ତ କରିଛନ୍ତି ।"
690613 - ପ୍ରବଚନ SB 01.05.13 - New Vrindaban, USA