OR/690926 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ସମସ୍ତଙ୍କୁ ସମାନ ସ୍ତରରେ ରଖାଯାଇପାରିବ ନାହିଁ, କେବଳ ଭୌତିକ ନୁହେଁ, ଆଧ୍ୟାତ୍ମିକ ମଧ୍ୟ । ଯଦି ତୁମେ କୁହ ଯେ "ଏହି ଉଚ୍ଚ ସ୍ଥିତି, ନିମ୍ନ ସ୍ଥିତି ଭୌତିକ ଜଗତରେ ହିସାବ କରାଯାଏ; ଆଧ୍ୟାତ୍ମିକ ଦୁନିଆରେ ସେପରି କୌଣସି ପ୍ରଭେଦ ନାହିଁ",ଏହା ଆଂଶିକ ସତ୍ୟ ଅଟେ । ଆଧ୍ୟାତ୍ମିକ ଜଗତରେ ସେପରି କୌଣସି ପ୍ରଭେଦ ନାହିଁ, କିନ୍ତୁ ସେହି ଆଧ୍ୟାତ୍ମିକ ପ୍ରଭେଦ ଠିକ୍ ଭୌତିକ ପାର୍ଥକ୍ୟ ପରି ନୁହେଁ । ସେହି ପାର୍ଥକ୍ୟ ଚେତନା, ବିଭିନ୍ନ ପ୍ରକାରର ଚେତନା ଅଟେ । ତାହା ହେଉଛି ପାର୍ଥକ୍ୟ ।"
690926 - ପ୍ରବଚନ - ଲଣ୍ଡନ