OR/691001 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟାଇଟେନହ୍ରଷ୍ଟ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଦୀକ୍ଷାର ଅର୍ଥ ହେଉଛି ବିଷ୍ଣୁଙ୍କ ସହିତ ତୁମର ଅନନ୍ତ ସମ୍ପର୍କକୁ ପୁନଃ ସ୍ଥାପିତ କରିବା ଏବଂ ଏହା ଦ୍ଵାରା ନିଜକୁ ଏହି ଭୌତିକ କବଳରୁ ମୁକ୍ତ କରି ଭଗବାନଙ୍କ ସମର୍ଯ୍ୟାକୁ ଫେରି ସେଠାରେ ସୁଖ ଓ ଜ୍ଞାନର ଅନନ୍ତ ଜୀବନ ଉପଭୋଗ କରିବା। ଏହା ହେଉଛି କୃଷ୍ଣ ଭାବନାମୃତ ଆନ୍ଦୋଳନ। କୃଷ୍ଣ ଭାବନାମୃତ ଆନ୍ଦୋଳନ ଅର୍ଥ ନିଜକୁ ସର୍ବଦା ବିଷ୍ଣୁ ଚେତନା କିମ୍ବା କୃଷ୍ଣ ଚେତନାରେ ରଖିବା । ତେବେ ମୃତ୍ୟୁ ସମୟରେ ଯଦି ସେ ନିଜର ବିଷ୍ଣୁ ଚେତନାକୁ ରଖନ୍ତି ତେବେ ତାଙ୍କୁ ତୁରନ୍ତ ବିଷ୍ଣୁ-ଲୋକା କିମ୍ବା କୃଷ୍ଣ-ଲୋକାକୁ ସ୍ଥାନାନ୍ତର କରାଯିବ ଏବଂ ତାଙ୍କର ମାନବ ଜୀବନ ସଫଳ ହେବ। "
691001 - ପ୍ରବଚନ Initiation and Wedding - ଟାଇଟେନହ୍ରଷ୍ଟ