OR/700421 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପ୍ରଭୁ କୁହନ୍ତି ଯେ 'ଯଦି ତୁମେ ମୋ ନିକଟରେ ସମର୍ପଣ କର, ଅନ୍ୟ ସମସ୍ତ ଜିନିଷ ତ୍ୟାଗ କର, ତେବେ ମୁଁ ତୁମର ଦାୟିତ୍ୱ ତୁଲାଇବି'। ମା ସୁଚ । 'ଚିନ୍ତାର ପ୍ରଶ୍ନ ନାହିଁ '। ତେଣୁ ଆମେ ଭଗବଦ୍-ଗୀତା ର ସମାନ ନୀତି ଶିକ୍ଷା ଦେଉଛୁ, ଯେ 'ଆସନ୍ତୁ କୃଷ୍ଣଙ୍କ ନିକଟରେ ଆତ୍ମସମର୍ପଣ କରିବା' । ଏବଂ ପ୍ରକ୍ରିୟାଟି ଅତି ସହଜ ଅଟେ। ଆପଣ କେବଳ କୃଷ୍ଣଙ୍କ ନାମ ଜପ କର, ହରେ କୃଷ୍ଣ ।"
700421 - Lecture Lord Buddha's Appearance - ଲସ ଆ଼ଞ୍ଜେଲ୍ସ