OR/700426 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମୁଖ-ବାହୁରୁ-ପାଦ-ଜାଃ । ଯେପରି ଆମ ଏହି ଶରୀରରେ ବିଭାଜନ ହୋଇଛି - ଏହି ପାଟି, ବାହୁ, ପେଟ ଏବଂ ଗୋଡ - ସମାନ ଭାବରେ କୃଷ୍ଣଙ୍କର ବିଶାଳ ଶରୀର, ବିରାଟ-ପୁରୁଷ, ତାଙ୍କ ପାଟି ହେଉଛି ଏହି ବ୍ରାହ୍ମଣ, ତାଙ୍କର ବାହୁ ହେଉଛି କ୍ଷତ୍ରିୟ, ତାଙ୍କ ପେଟ ହେଉଛି ବୈଶ୍ୟ ଏବଂ ଗୋଡ ହେଉଛି ଶୁଦ୍ର । କିମ୍ୱା ବ୍ରହ୍ମଚାରୀ, ଗୃହସ୍ଥ, ବାନାପ୍ରସ୍ଥ, ସନ୍ୟାସୀ । ତେଣୁ ସେମାନେ ଶରୀରର ବିଭିନ୍ନ ଅଙ୍ଗରେ ଭିନ୍ନ, ବିଭିନ୍ନ ସ୍ଥାନ ପାଇଛନ୍ତି, ପୂର୍ଣ୍ଣ, ପୂର୍ଣ୍ଣଶରୀରର । ତେଣୁ ଯଦି ତୁମେ ତୁମର ସ୍ଥିତିକୁ ରଖ ଏବଂ ସେପରି କାର୍ଯ୍ୟ କର, ସୁବିଧା ନିଅ, ତେବେ ତୁମେ ପୂର୍ଣ୍ଣ ହୋଇଛ। ”
700426 - ପ୍ରବଚନ ISO Invocation Excerpt - ଲସ ଆ଼ଞ୍ଜେଲ୍ସ