OR/700510b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ପାଇ ନ ଥିବା ଜିନିଷ ପାଇବାକୁ ଆମେ ବହୁତ ବ୍ୟଗ୍ର ଥିଲୁ। ତାହା ହେଉଛି କାଂକ୍ଷତି, ଲାଳସା କରିବା । ଏବଂ ଯେତେବେଳେ ଜିନିଷ ଚାଲିଯାଏ, ଆମେ ଦୁଃଖିତ ହଉ । କିନ୍ତୁ ଯଦି ଆମେ ଜାଣୁ ଯେ କୃଷ୍ଣ ହେଉଛି କେନ୍ଦ୍ରୀୟ ବିନ୍ଦୁ, ତେଣୁ ଯାହାକିଛି ମିଳେ, ପ୍ରାପ୍ତ, ଲାଭ ପ୍ରାପ୍ତ , ତାହା ହେଉଛି କୃଷ୍ଣଙ୍କର ଇଚ୍ଛା। କୃଷ୍ଣ ଦେଇଛନ୍ତି; ଗ୍ରହଣ କରନ୍ତୁ। ଏବଂ ଯଦି ଏହା କୃଷ୍ଣଙ୍କ ଦ୍ଵାରା ନିଆଯାଏ, ତେବେ ବିଳାପ କ’ଣ? କୃଷ୍ଣ ଏହାକୁ ମୋଠାରୁ ନେବାକୁ ପସନ୍ଦ କଲେ। ଓଃ, ମୁଁ କାହିଁକି ବିଳାପ କରିବି? କାରଣ ଏକତ୍ୱମ୍, ପରମ, ସେ ସମସ୍ତ କାରଣର କାରଣ। ସେ ନେଉଛନ୍ତି; ସେ ମଧ୍ୟ ଦେଉଛନ୍ତି। "
700510 - ପ୍ରବଚନ ISO 07 - ଲସ ଆ଼ଞ୍ଜେଲ୍ସ