OR/700512 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ଶ୍ରୀରାଧାରୀ ନୁହଁନ୍ତି। ତାଙ୍କ ଶରୀର ଏବଂ ଆତ୍ମା ମଧ୍ୟରେ ତାଙ୍କର କୌଣସି ପାର୍ଥକ୍ୟ ନାହିଁ। ତାଙ୍କର ଆତ୍ମା ଏବଂ ଶରୀର ସମାନ। ସେ ନିଜ ଶରୀରକୁ ପରିବର୍ତ୍ତନ କରନ୍ତି ନାହିଁ, କାରଣ ତାଙ୍କର ଭୌତିକ ଶରୀର ନାହିଁ। ଏବଂ ସେ ଶରୀର ପରିବର୍ତ୍ତନ କରୁ ନ ଥିବାରୁ ସେ ସବୁକିଛି ମନେ ରଖନ୍ତି । ଆମେ ଶରୀର ପରିବର୍ତ୍ତନ କରୁ; ତେଣୁ ଆମର ଶେଷ ଜନ୍ମରେ ଯାହା ଘଟିଥିଲା ତାହା ଆମେ ମନେ ରଖିନାହୁଁ । ଆମେ ଭୁଲି ଯାଇଛୁ । "
700512 - ପ୍ରବଚନ ISO 08 - ଲସ ଆ଼ଞ୍ଜେଲ୍ସ