OR/700513 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଇଚ୍ଛାହୀନ ହୋଇପାରିବା ନାହିଁ। ଆମେ ଚୁପ୍ ରହିପାରିବା ନାହିଁ। କିନ୍ତୁ ଆମର ଇଚ୍ଛା, ଆମର କାର୍ଯ୍ୟକଳାପକୁ ଶୁଦ୍ଧ କରିବାକୁ ପଡିବ। ତାହା ହେଉଛି ପ୍ରକୃତ ଜ୍ଞାନ। ତାହା ହେଉଛି ପ୍ରକୃତ ଜ୍ଞାନ। ଆମେ କେବଳ କୃଷ୍ଣଙ୍କର ସେବା କରିବାକୁ ଇଚ୍ଛା କରିବା । ତାହା ହେଉଛି ଇଚ୍ଛାର ଶୁଦ୍ଧତା।"
700513 - ପ୍ରବଚନ ISO 09 - ଲସ ଆ଼ଞ୍ଜେଲ୍ସ