OR/700515 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଶିକ୍ଷକ କିମ୍ବା ଆଧ୍ୟାତ୍ମିକ ଗୁରୁ କିଛି ଉଦ୍ଭାବନ କରୁନାହାଁନ୍ତି। ସମାନ ପୁରୁଣା ଜିନିଷ। ଯେପରି ଭଗବଦ୍-ଗୀତାରେ, ପୁରାତନ କଥାକୁ କୃଷ୍ଣ ଅର୍ଜୁନଙ୍କୁ ପୁନର୍ବାର ବ୍ୟାଖ୍ୟା କରୁଛନ୍ତି। ତେଣୁ ଆମର କୌଣସି..., ଅନୁସନ୍ଧାନ କରିବାର କିଛି ନାହିଁ। ସବୁକିଛି ଅଛି । କେବଳ ଆମକୁ ଜଣେ ବ୍ୟକ୍ତିଙ୍କଠାରୁ ଶୁଣିବାକୁ ପଡିବ ଯିଏ ଧୀର, ଯିଏ ଛଅ ପ୍ରକାରର ଉତ୍ତେଜନକାରୀ ଏଜେଣ୍ଟଙ୍କ ଦ୍ଵାରା ଉତ୍ତେଜିତ ନୁହଁନ୍ତି। ତାହା ହେଉଛି ବୈଦିକ ଜ୍ଞାନର ପ୍ରକ୍ରିୟା। "
700515 - ପ୍ରବଚନ ISO 10 - ଲସ ଆ଼ଞ୍ଜେଲ୍ସ