OR/701222 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପ୍ରତ୍ୟେକ ଧର୍ମ, ଯେକୌଣସି ଧର୍ମର ସର୍ବୋଚ୍ଚ ନୀତି ବୈଷ୍ଣବ କିମ୍ବା କୃଷ୍ଣ ଭାବନାମୃତର ଅନୁଗାମୀ ଅଟନ୍ତି। ଯେକୌଣସି ଧର୍ମରେ ଥିବା ସର୍ବୋତ୍ତମ ଜିନିଷ ଆପଣ କୃଷ୍ଣ ଭାବନାମୃତରେ ପାଇବେ। ତେଣୁ ଏହା ସିଦ୍ଧ ଅଟେ। ବୁଦ୍ଧ ଧର୍ମ ଅହିଂସା ଶିକ୍ଷା ଦିଏ; କୃଷ୍ଣ ସଚେତନ ବ୍ୟକ୍ତିମାନେ ଅହିଂସା। ପ୍ରଭୁ ଯୀଶୁ ଭଗବାନଙ୍କ ପ୍ରେମ ଶିକ୍ଷା ଦିଅନ୍ତି; ସେମାନେ ଭଗବାନଙ୍କ ସର୍ବୋତ୍ତମ ପ୍ରେମୀ ଅଟନ୍ତି । ଏବଂ ହିନ୍ଦୁ ଧର୍ମ ମୁକ୍ତି ଶିକ୍ଷା ଦିଏ; ସେମାନେ ... କୃଷ୍ଣ ସଚେତନ ହେବା ମାତ୍ରେ ସେମାନେ ତୁରନ୍ତ ମୁକ୍ତ ହୁଅନ୍ତି । ତୁରନ୍ତ, ତତକ୍ଷଣାତ୍ । ମୁକ୍ତି ମାଗିବାର ପ୍ରଶ୍ନ ହିଁ ନାହିଁ। "
701222 - ପ୍ରବଚନ SB 06.01.40 - ସୁରତ