OR/710110b ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲିକତା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ, ଆମକୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ଧ୍ୟାନ ଦେବାକୁ ପଡିବ ଯେ, ଶକ୍ତିଶାଳୀ ହରି-ନାମ ଏତେ ଶକ୍ତିଶାଳୀ ଯେ ଜଣେ ଅଜ୍ଞାତ କିମ୍ବା ସଚେତନ... ବେଳେବେଳେ ସେମାନେ ଅନୁକରଣ କରନ୍ତି: "ହରେ କୃଷ୍ଣ" । କୃଷ୍ଣଙ୍କର ପବିତ୍ର ନାମ ଜପ କରିବାର ସେମାନଙ୍କର ଉଦ୍ଦେଶ୍ୟ ନାହିଁ, କିନ୍ତୁ ସେମାନେ ଅନୁକରଣ କରନ୍ତି କିମ୍ବା ସମାଲୋଚନା କରନ୍ତି, "ହରେ କୃଷ୍ଣ" । ଏହାର ମଧ୍ୟ ପ୍ରଭାବ ରହିଛି। ଏହାର ମଧ୍ୟ ପ୍ରଭାବ ରହିଛି। ଚୈତନ୍ୟ ମହପ୍ରଭୂଙ୍କ ସମୟରେ ମହମ୍ମଦମାନଙ୍କ ପରି ସେମାନେ ବେଳେବେଳେ ସମାଲୋଚନା କରୁଥିଲେ, "ଏହି ହିନ୍ଦୁମାନେ ହରେ କୃଷ୍ଣ ଜପ କରୁଛନ୍ତି" । ତେଣୁ ସେମାନେ ଅନୁକରଣ କରୁଥିଲେ। ତେଣୁ ଧୀରେ ଧୀରେ ସେମାନେ ମଧ୍ୟ ଭକ୍ତ ହେଲେ। "
710110 - ପ୍ରବଚନ SB 06.02.05-8 - କଲିକତା