OR/710131b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ କୃଷ୍ଣ, କିମ୍ବା ପରମପୁରୁଷ ଭଗବାନ ସମସ୍ତଙ୍କ ହୃଦୟରେ ବାସକରୁଛନ୍ତି। ତେଣୁ ଏଠାରେ ବିଲେଇ, କୁକୁର ଏବଂ ଘୁଷୁରୀ ଅଛନ୍ତି - ସେମାନେ ମଧ୍ୟ ଜୀବ, ଜୀବତ୍ମା ଅଟନ୍ତି - ତେଣୁ କୃଷ୍ଣ ମଧ୍ୟ ସେମାନଙ୍କ ହୃଦୟରେ ବାସ କରନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଘୃଣ୍ୟ ଅବସ୍ଥାରେ ଘୁଷୁରୀ ସହିତ ରହୁଛନ୍ତି । ତାଙ୍କର ନିଜର ବୈକୁଣ୍ଠ ଅଛି। ସେ ଯୁଆଡେ ଯାଆନ୍ତି ତାହା ବୈକୁଣ୍ଠ । ସେହିପରି ଭାବରେ ଯେତେବେଳେ ଜଣେ ଜପ କରନ୍ତି, ସେହି ଜପ କରନ୍ତି... ପବିତ୍ର ନାମ ଏବଂ କୃଷ୍ଣଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଏବଂ କୃଷ୍ଣ କୁହନ୍ତି ଯେ "ମୁଁ ସେଠାରେ ରହେ ଯେଉଁଠାରେ ମୋର ଶୁଦ୍ଧ ଭକ୍ତମାନେ ଜପ କରନ୍ତି" । ତେଣୁ ଯେତେବେଳେ କୃଷ୍ଣ ଆସିବେ, ଯେତେବେଳେ କୃଷ୍ଣ ଆପଣଙ୍କ ଜିଭରେ ଥିବେ, ଆପଣ କିପରି ଏହି ଭୌତିକ ଜଗତରେ ରହିବେ? ଏହା ବୈକୁଣ୍ଠ ହୋଇସାରିଛି, ଯଦି ଆପଣଙ୍କର ଜପ ଅପରାଧହୀନ ଅଟେ।"
710131 - ପ୍ରବଚନ SB 06.02.48 - ଆଲ୍ହାବାଦ