OR/710214d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ କୃଷ୍ଣଙ୍କ ବିଷୟରେ ବୁଝିବା ଅତ୍ୟନ୍ତ କଷ୍ଟକର। ଦୁର୍ବୋଧଂ । ଦୁର୍ବୋଧଂ । ଦୁର୍ବୋଧଂ ଅର୍ଥ ବୁଝିବା ଅତ୍ୟନ୍ତ କଷ୍ଟକର। ତେଣୁ ଆପଣଙ୍କୁ ମହାଜନଙ୍କ ନିକଟକୁ ଯିବାକୁ ପଡିବ। ଲୋକମାନେ, ଯାହା ନିଜ ଉଦ୍ୟମରେ ବୁଝିବା ଅସମ୍ଭବ ଅଟେ, ସେମାନେ ନିଜେ ଚେଷ୍ଟାରେ ବୁଝିବାକୁ ଚେଷ୍ଟା କରନ୍ତି । ତାହା ଏକ ବଡ ଭୁଲ । ତେଣୁ ଏହି ଶବ୍ଦଟି ବ୍ୟବହୃତ ହୋଇଛି, ଦୁର୍ବୋଧଂ । ଧର୍ମ କ'ଣ ଏବଂ ଭଗବାନ କ'ଣ, ତାହା ବୁଝିବା ଅତ୍ୟନ୍ତ କଷ୍ଟକର । ବୈଦିକ ନିର୍ଦେଶ ହେଉଛି, ବୁଝିବାକୁ ହେଲେ ଜଣେ ଉତ୍ତମ ଆଧ୍ୟାତ୍ମିକ ଗୁରୁଙ୍କ ନିକଟକୁ ଯିବାକୁ ହେବ। "
710214 - ପ୍ରବଚନ SB 06.03.20-23 - ଗୋରଖପୁର