OR/710215b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ତୁମେ ଏହି ମନ୍ତ୍ର ଜପ କରି ପୁଷ୍ପାଞ୍ଜଳି ଫୁଲ ଅର୍ପଣ କରିପାରିବ। ଏବଂ ଆମେ ଏକାଠି ଫୁଲ ଅର୍ପଣ କରିବା । ପ୍ରକୃତରେ ପୂଜା ହେଉଛି..., ତାହା ମୋର କର୍ତ୍ତବ୍ୟ। କିନ୍ତୁ ସଗୋଷ୍ଠୀ । ବର୍ତ୍ତମାନ ମୋତେ ମୋର ଆଧ୍ୟାତ୍ମିକ ପରିବାର ସଦସ୍ୟଙ୍କ ସହ ମୋର ସମ୍ମାନ ପ୍ରଦାନ କରିବାକୁ ପଡିବ। ଏହାକୁ ସଗୋଷ୍ଠୀ କୁହାଯାଏ। ଠିକ୍ ଯେପରି ବ୍ୟାସଦେବ କୁହନ୍ତି, ଧୀମହି । ସେ ତାଙ୍କର ସମସ୍ତ ଅନୁଗାମୀ ଏବଂ ଶିଷ୍ୟମାନଙ୍କ ସହିତ ପ୍ରାର୍ଥନା ସଗୋଷ୍ଠୀ ପ୍ରଦାନ କରୁଛନ୍ତି। ତାହା ହେଉଛି ପ୍ରକ୍ରିୟା। "
Appearance Day, Bhaktisiddhanta Sarasvati - - ଗୋରଖପୁର