OR/710320 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜଣେ ଦେଖିବା ଦରକାର, ତାଙ୍କର ବୃତ୍ତିଗତ କର୍ତ୍ତବ୍ୟ ଦ୍ୱାରା, ସେ କୃଷ୍ଣଙ୍କୁ ସନ୍ତୁଷ୍ଟ କରୁଛନ୍ତି ନା ନାହିଁ, କେବଳ ସେତିକି । ସଂସିଦ୍ଧିର ହରି-ତୋଷଣମ ( ଭା. ୧.୨.୧୩)। ତାହା ହେଉଛି ପରୀକ୍ଷା। ଏହା ଫରକ ପଡେ ନାହିଁ, ଆପଣ ବ୍ୟବସାୟୀ କିମ୍ବା ଓକିଲ, କିନ୍ତୁ ଯଦି ଆପଣ ଆପଣଙ୍କର ବୃତ୍ତି ପରୀକ୍ଷା କରିପାରିବେ ଯେ ପରମ ପୁରୁଷ ଭଗବାନଙ୍କୁ ସନ୍ତୁଷ୍ଟ କରିଛନ୍ତି, ତାହା ହେଉଛି ଆପଣଙ୍କର ସିଦ୍ଧତା ।
710320 - ପ୍ରବଚନ - ମୁମ୍ବାଇ