OR/710324 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆନନ୍ଦ-ମାୟୋ 'ଅଭ୍ୟାସାତ । ଏହା ହେଉଛି ଆଧ୍ୟାତ୍ମିକ ପ୍ରକୃତି। ଯେହେତୁ କୃଷ୍ଣ, ପରମପୁରୁଷ ଭଗବାନ ପ୍ରକୃତି ଦ୍ୱାରା ଆନନ୍ଦିତ, ସେହିପରି ଭାବରେ ଆମେ ଯେହେତୁ କୃଷ୍ଣଙ୍କର ଅଂଶବିଶେଷ, ତେଣୁ ଆମେ ମଧ୍ୟ ପ୍ରକୃତି ଦ୍ୱାରା ଆନନ୍ଦିତ। କିନ୍ତୁ ଦୁର୍ଭାଗ୍ୟବଶତଃ, ଆମେ ଏପରି ଅବସ୍ଥାରେ ରଖାହୋଇଛୁ, ଭୌତିକ ଅବସ୍ଥାରେ, ଯେ ଆମେ ଏହି ଭୌତିକ ଅବସ୍ଥାରେ ଜୀବନକୁ ଉପଭୋଗ କରିବାକୁ ଚେଷ୍ଟା କରୁଛୁ। ତାହା ସମ୍ଭବ ନୁହେଁ। "
710324 - ପ୍ରବଚନ CC Madhya 20.137-146 - ମୁମ୍ବାଇ