OR/710328 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଯେଉଁମାନେ ଏହି ଭକ୍ତି-ଯୋଗ, କୃଷ୍ଣ ଚେତନା ଅଭ୍ୟାସ କରୁଛନ୍ତି, ସେମାନଙ୍କର ପ୍ରଥମ ସ୍ଥିତି ହେଉଛି ଯେ ସେମାନେ କୃଷ୍ଣଙ୍କ ସହିତ ସଂଲଗ୍ନ ହୋଇଛନ୍ତି। ମୟୀ ଆସକ୍ତ-ମନାଃ । ଆସକ୍ତି ଅର୍ଥ ହେଉଛି ଅନୁରକ୍ତି । ଆମକୁ କୃଷ୍ଣଙ୍କ ପାଇଁ ଆମର ଆସକ୍ତ ବୃଦ୍ଧି କରିବାକୁ ପଡିବ । ଏହା ହେଉଛି ପ୍ରକ୍ରିୟା, ପରାମର୍ଶିତ ପ୍ରକ୍ରିୟା । ଯଦି ଆମେ ସେହି ପ୍ରକ୍ରିୟା ଗ୍ରହଣ କରୁ, ତେବେ ସ୍ୱାଭାବିକ ଭାବରେ ଆମେ କୃଷ୍ଣ ଭାବାନାମୃତ ହେବୁ ଏବଂ ଧୀରେ ଧୀରେ ଆମେ ବୁଝିବା କୃଷ୍ଣ କ’ଣ ।"
710328 - ପ୍ରବଚନ BG 07.01-2 - ମୁମ୍ବାଇ