OR/710330 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ କହିଛନ୍ତି ଯେ "ଇତୀୟଂ ମେ ଭିନ୍ନା ପ୍ରକୃତିରଷ୍ଟଧା " ଏହି ଆଠ ପ୍ରକାରର ଭୌତିକ ଉପାଦାନ, ସେମାନେ ମୋର ପୃଥକ ଶକ୍ତି ଅଟନ୍ତି"। ପୃଥକ ଶକ୍ତି ତୁମେ ଅତି ସହଜରେ ବୁଝି ପାରିବ । ଠିକ୍ ଯେପରି ମୁଁ କହୁଛି ଏବଂ ଏହା ଟେପ୍ ରେକର୍ଡର୍ ରେ ରେକର୍ଡ କରାଯାଉଛି । ଯେତେବେଳେ ଟେପ୍ ରେକର୍ଡର୍ ପୁନର୍ବାର ବଜା ହେବ, ତୁମେ ପାଇବ ଯେ ମୁଁ ପୁନର୍ବାର କହୁଛି । କିନ୍ତୁ ସେହି କଥା କହିବା ଏବଂ ମୋର ବର୍ତ୍ତମାନର କଥା ଅଲଗା । ତେଣୁ ସେହି କଥା କହିବା ଅଲଗା ଶକ୍ତି ଅଟେ। ବର୍ତ୍ତମାନ ମୁଁ ସିଧାସଳଖ କହୁଛି। ତାହା ଅଲଗା ନୁହେଁ। କିନ୍ତୁ ଯେତେବେଳେ ଏହା ଅନ୍ୟ ପଦାର୍ଥକୁ ସ୍ଥାନାନ୍ତରିତ ହୁଏ, ତାହା ଅଲଗା ଶକ୍ତି ଅଟେ। "
710330 - ପ୍ରବଚନ BG 07.04-5 - ମୁମ୍ବାଇ