OR/710408 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଯୁଗରେ, କେବଳ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ ଜପ କରି ଜଣେ ଅତି ସହଜରେ ଆଧ୍ୟାତ୍ମିକ ଜୀବନରେ ଅଗ୍ରଗତି କରିପାରିବ । ଏବଂ ଆପଣ ଦେଖିପାରିବେ । ଏହି ବାଳକ ଓ ବାଳିକାମାନେ, ଯେଉଁମାନେ ପାଶ୍ଚାତ୍ୟ ଦେଶରୁ ଆସୁଛନ୍ତି, ଯଦିଓ ସେମାନଙ୍କର ଅତୀତ ଜୀବନରେ ଅନେକ ଭୁଲ ବୁଝାମଣା ଥିଲା, ବର୍ତ୍ତମାନ ସେମାନେ ଶୁଦ୍ଧ ଅଟନ୍ତି । କେବଳ ଏହି ହରେ କୃଷ୍ଣ ମନ୍ତ୍ର ଜପ କରିବା ଦ୍ୱାରା । ଏହା ହେଉଛି... ସେମାନେ ବର୍ତ୍ତମାନ ଦୈବୀ ସଂପତ ବିକାଶ କରୁଛନ୍ତି । ଦୈବୀ ସଂପତ ଅର୍ଥ ହେଉଛି ବୈଶିଷ୍ଟ୍ୟ ଯାହା ଦ୍ୱାରା ସେମାନେ ମୁକ୍ତି ଏବଂ ଆଧ୍ୟାତ୍ମିକ ହୃଦୟଙ୍ଗମ ପାଇଁ ଅତି ସହଜ ଅଗ୍ରଗତି କରିପାରିବେ। ଏହାକୁ ଦୈବୀ ସଂପତ କୁହାଯାଏ। "
710408 - ପ୍ରବଚନ BG 16.2-7 - ମୁମ୍ବାଇ