OR/710629 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହା ହେଉଛି ହରେ କୃଷ୍ଣ ମନ୍ତ୍ର ଜପ କରିବାର ପ୍ରଥମ ଅନୁଗ୍ରହ, ଯାହା ଆମର ହୃଦୟ ପରିଷ୍କାର ହୋଇଯାଏ। ଯଦି ତୁମର ହୃଦୟ ସଫା ହୋଇନଥାଏ, ତେବେ ଆମେ କିପରି ଏକାଠି ଭାଗ ନେଉଛୁ? କେହି ଜଣେ ଭାରତୀୟ, କେହି ଜଣେ ଆମେରିକୀୟ, କେହି ଜଣେ କାନାଡିୟ, କେହି ଜଣେ ଆଫ୍ରିକୀୟ। କାରଣ କୃଷ୍ଣ ଚେତନା ପ୍ଲାଟଫର୍ମରେ ହୃଦୟ ସଫା ହୋଇଯାଏ । ଆଉ ଏପରି ଚେତନା ରୁହେ ନାହିଁ ଯେ "ମୁଁ ଏହା," "ମୁଁ ସେୟା ଅଟେ ।" ଏକମାତ୍ର ଚେତନା ହେଉଛି ଯେ ମୁଁ ହେଉଛି କୃଷ୍ଣଙ୍କର। ତାହା ହେଉଛି ହୃଦୟର ପରିଷ୍କାରତା, ଏହି ପ୍ଲାଟଫର୍ମକୁ ଆସିବା ମାତ୍ରେ, ମୁଁ ହେଉଛି କୃଷ୍ଣଙ୍କର ।"
710629 - ପ୍ରବଚନ Arrival - ଲସ ଆ଼ଞ୍ଜେଲ୍ସ