OR/710701 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି
From Vanipedia
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଯେକେହି ପରମପୁରୁଷ ଭଗବାନଙ୍କ ସେବାରେ ଅମଳିନ ଆତ୍ମସମର୍ପଣ ହେତୁ ବିଶେଷ ଭାବରେ ଅନୁଗ୍ରହ ପ୍ରାପ୍ତ, ସେ ଭ୍ରମର ଅବିସ୍ମରଣୀୟ ମହାସାଗରକୁ ଅତିକ୍ରମ କରିପାରନ୍ତି ଏବଂ ଭଗବାନଙ୍କୁ ମଧ୍ୟ ବୁଝିପାରନ୍ତି। କିନ୍ତୁ ଯେଉଁମାନେ ଶରୀର ସହିତ ଜଡିତ, ଯାହା କୁକୁର ଏବଂ ଶୃଗାଳ ଖାଇବା ପାଇଁ ଉଦିଷ୍ଟ, ତାହା କରିପାରିବେ ନାହିଁ। " |
710701 - ବାର୍ତ୍ତାଳାପ on SB 2.7.42 - ଲସ ଆ଼ଞ୍ଜେଲ୍ସ |